Friday, 7 April 2023
ନୂଆପଡା ଜିଲ୍ଲା ଖଡ଼ିଆଲ ସହର ରେ ଜୈ ମାତା ଦି ଗ୍ରୁପ ତରଫରୁ ଭବ୍ୟ ଶ୍ରୀ ହନୁମାନ ଜନ୍ମ ଉତ୍ସବ ଓ ବିଶାଳ ଶୋଭା ଯାତ୍ରା ପାଳିତ
ନୂଆପଡା ଜିଲ୍ଲା ଖଡ଼ିଆଲ ଠାରେ ଜୈ ମାତା ଦି ଗ୍ରୁପ ତରଫରୁ ଭବ୍ୟ ଶ୍ରୀ ହନୁମାନ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି, ଏହି ଭବ୍ୟ ଶ୍ରୀ ହନୁମାନ ଜନ୍ମ ଉତ୍ସବ ରେ ଏକ ବିଶାଳ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା, ଏହି ଶୋଭାଯାତ୍ରା ଅଗ୍ରେସନ ଭବନ ଠାରୁ ବାହାରି ଆଜାଦ ଛକ, ଭଣ୍ଡାରୀ ଛକ ରୁ ମା ସମଲେଶ୍ୱରୀ ମନ୍ଦିର ହୋଇ ବ୍ଲକ ଛକ ରୁ ଅଗ୍ରସନ ଭବନ ଠାରେ ସମାପନ ହୋଇଥିଲା, ଏହି ଶୋଭାଯାତ୍ରା ରେ ପ୍ରଥମ ଥର ମର୍ଯ୍ୟାଦା ପୂରୋଷୋତ୍ତମ ଶ୍ରୀ ରାମ ଙ୍କ ପ୍ରତି ମୂର୍ତ୍ତି ନଗର ପରିକ୍ରମା କରିଥିବା ବେଳେ ଶ୍ରୀ ହନୁମାନ ଙ୍କ ଶକ୍ତିଶାଳୀ ରୂପ ରେ ମନୁଷ୍ୟ ସୁଶଜ୍ଜିତ ହୋଇ ଶୋଭାଯାତ୍ରା ର ଶୋଭା ବଢ଼ାଇ ଥିଲେ, ଓ ଖଡ଼ିଆଲ ବାସୀ ଙ୍କ ମନ ମୋହି ନେଇ ଥିଲେ, ଏହି ଶୋଭାଯାତ୍ରା ରେ ଘଣ୍ଟ, ନିଶାନ, ତାସା ବାଦ୍ୟ, ଆଧୁନିକ ଡିଜେ, ରାଇପୁର ରୁ ଆସିଥିବା ଧମାଲ ସାମିଲ ହୋଇ ଶୋଭାଯାତ୍ରା ର ଗରିମା ବଢ଼ାଇ ଥିଲେ, ଏହି ଶୋଭାଯାତ୍ରା ରେ ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଖଡ଼ିଆଲ ଏନ ଏ ସି ଅଦକ୍ଷ ଉଜ୍ଜ୍ୱଳ ଗୁପ୍ତା ସାମିଲ ହୋଇଥିଲେ, ଜୈ ମାତା ଦି ଗ୍ରୁପ ର ପ୍ରେସିଡେଣ୍ଟ ଓଁମ ପ୍ରକାଶ ଅଗ୍ରୱାଲ, ୱାଇସ ପ୍ରେସିଡେଣ୍ଟ କମଲ ବରମା, କେଶିଏର ନୀତେଶ ତ୍ରିବେଦି ୱାଇସ କେସିଆର ଶ୍ରବଣ କୁମାର ସୋନୱାନି, ସ୍ପିକର ମହେନ୍ଦ୍ର ୟାଦବ, ପ୍ରବୀନ ତ୍ରିବେଦି,ଲଖମଣ ଦୁରିଆ,ଅର୍ଜୁନ ପ୍ରଧାନୀ, ବିକାଶ ବରମା, ବଣ୍ଟି ମିଶ୍ରା, ଅମୁଲ୍ୟ ବାରିକ, ଦୀପକ ବରମା, ବିଶାଳ ଅଗ୍ରୱାଲ, ବିଶାଳ ୟାଦବ, ଆୟୁଷ ପାଣ୍ଡେ, ଅମିତ ପାଣ୍ଡେ, ସୋନୁ ଠାକୁର, ଗୋଲୁ ଠାକୁର,ଧିରୁ ବରମା, ଆଶୁତୋଷ ତ୍ରିବେଦି, ଆଦର୍ଶ ତ୍ରିବେଦି, ରୋଶନ ସାହୁ, ପୱନ ତ୍ରିବେଦି, ଡିଙ୍କୁ, ଗୋକୁଳ, ଗଣପତି, ସୁରେନ ଶର୍ମା, ରାଜୁ ନାଇଖୋର, ଗଣେଶ ସାହୁ, ଓ ବହୁ ସଂଖ୍ୟା ରେ ଶ୍ରୀ ହନୁମାନ ଭକ୍ତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ,
ଖଡ଼ିଆଲ ବାସୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିବା ପାଇଁ ଆୟୋଜକ ଜୈ ମାତା ଦି ଗ୍ରୁପ ତରଫରୁ ଖଡ଼ିଆଲ ବାସୀ କୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିଥିଲେ,
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
-
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅଭୟାରଣ୍ୟର ସୁରକ...
-
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
-
*जिले के तहसीलों में राजस्व शिविर का आयोजन* रायपुर 22 जून 2023/ राजस्व प्रकरणों के निराकरण के लिए जिले के तहसीलों में राजस्व शिविर का आ...
No comments:
Post a Comment