Saturday, 1 April 2023
ନୁଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଧୁମ ଧାମରେ ଉତ୍କଳ ଦିବସ ମହିଲା ମାନଙ୍କ ଦ୍ବାରା ୮୮ତମ ଓଡ଼ିଶା ଦିବସ ଓ ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ
ନୁଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଧୁମ ଧାମରେ ଉତ୍କଳ ଦିବସ ମହିଲା ମାନଙ୍କ ଦ୍ବାରା ୮୮ତମ ଓଡ଼ିଶା ଦିବସ ଓ ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଈଥିଲା | ଏଥିରେ ମୁଖ୍ୟ ଅତିଥି ADM ଅଗସ୍ତି ପ୍ରଧାନ ସମ୍ମାନୀତ ଅତିଥି ମାନେ ଶ୍ରୀମତି ମାନା କୁମାରୀ ଲେମ୍ବୋ Dswo ନୁଆପଡା, ଶ୍ରୀମତି ଅହଲ୍ୟା ପୁଜାରୀ Advocate ନୁଆପଡା, ଶ୍ରୀମତି ତପସ୍ବିନୀ ପଣ୍ଡା Advocate ନୁଆପଡା,
ଶ୍ରୀ ନବକିଶୋରୀ ସାହୁ Sr. Art Teacher kv, ନୁଆପଡା, ଯୋଗଦେଇଥିଲେ | ଏଥିସହ ଉତ୍କଳ ଦିବସ ଅବସରେ ରଙ୍ଗୋଲି କାର୍ଯ୍ୟକ୍ରମ ହୋଇଥିଲା | ରଙ୍ଗୋଲି କାର୍ଯ୍ୟକ୍ରମ ରେ କୁନ୍ତି ଜଗତ, ଜନନୀ ଜଗତ, ବେବକୁମାରୀ ପଟେଲ, ତୁଲେଶ୍ବରୀ ପଟେଲ , ଓମ ପ୍ରଭା ପଟେଲ, ସୁନୀତା ବାଗ, ସମିଖ୍ୟା ସହିସ, ଅକ୍ନକସ୍ୟ ଭାରତୀ, କୁନ୍ତଲା ମାଜି, ଜ୍ୟୋତି ମାଜି , ଚେତନା ସାହୁ, ଶକୁନ୍ତଲା ସାହୁ , ପଦ୍ମିନୀ ମାଜି, ରୂପାନ୍ଜଲି ତାଣ୍ଡି, ଗଙ୍ଗା ସାହୁ 1, ବିନ୍ଦା ଦଣ୍ଡସେନା, ଅନିକା ମାଜି, ରୁମିଲା ସାହୁ, ଗଙ୍ଗା ସାହୁ 2, ଚାନ୍ଦନୀ ସାହୁ, ଗିରିଜା ସାହୁ, କରିନା ସାହୁ, ନାଗେଶ୍ବରୀ ସାହୁ ଓ ମାନୀନି ନାୟକ ରଙ୍ଗୋଲି କାର୍ଯ୍ୟକ୍ରମରେ ଭାଗନେଇଥିଲେ | ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ ଗିରିଜା ସାହୁ, ଦ୍ବିତୀୟ ସ୍ଥାନରେ ମାନିନୀ ନାୟକ, ତୃତୀୟ ସ୍ଥାନରେ ଓମ ପ୍ରଭା ପଟେଲ ରଙ୍ଗୋଲି ସ୍ଥାନ ପାଇଥିଲେ | ପରେ ପରେ ସାଂସ୍କୃତି କାର୍ଯ୍ୟକ୍ରମ ରହିଛି |
ନିମାଇଁ ବେହେରା ଙ୍କ ରିପୋର୍ଟ
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
-
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅଭୟାରଣ୍ୟର ସୁରକ...
-
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
-
*जिले के तहसीलों में राजस्व शिविर का आयोजन* रायपुर 22 जून 2023/ राजस्व प्रकरणों के निराकरण के लिए जिले के तहसीलों में राजस्व शिविर का आ...
No comments:
Post a Comment