Tuesday, 30 August 2022

ହେଲ୍ପମେଟ ପକ୍ଷରୁ ଡେଙ୍ଗୁ ସଚେତନତା

 ହେଲ୍ପମେଟ ପକ୍ଷରୁ ଡେଙ୍ଗୁ ସଚେତନତା

*********************

ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ହେଲ୍ପମେଟ ତରଫରୁ ୨୯.୮.୨୦୨୨ ରିଖ ମଙ୍ଗଳବାର ଦିନ ବାଲିପାଟଣା ବ୍ଲକ ର ବିଲସାହୀ,ତୁରନ୍ତିରା ,ଡମା ଓ କୁଳନ୍ତିରା ଶାସନ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସମୟରେ ଡେଙ୍ଗୁ ଜର ର ପ୍ରଭାବକୁ ଲକ୍ଷ କରି ଅନୁଷ୍ଠାନ ର ଉପଦେଷ୍ଟା ମଧୁଲିତା ରାୟ , ସମ୍ପାଦିକା ନିବେଦିତା ଭଞ୍ଜ, କାର୍ଯ୍ୟକ୍ରମ ସଂଯୋଜକ ଡଃ ଶୁସିଲ କୁମାର ପଟ୍ଟନାୟକ,ଦିପ୍ତି ପଟ୍ଟନାୟକ, ବବିତା ମହାନ୍ତି ଓ ରେଣୁବାଳା ଦଳାଇ ଗ୍ରାମ ପରିକ୍ରମା କରି ସ୍ୱଚ୍ଛତା ଉପରେ ବୁଝାଇବା ସହ ଡେଙ୍ଗୁ ଜର ହେବା ପୂର୍ବରୁ କିପରି ନିଜକୁ ସୁରକ୍ଷିତ ରଖିବେ ଓ ଡେଙ୍ଗୁ ଜର ହେବା ପରେ କିପରି ନିଜର ଦେଖାଶୁଣା କରିବେ ସେହି ବିଷୟରେ  ବିସ୍ତୃତ ଭାବରେ ବୁଝାଇ ଲିଫ୍ ଲେଟ୍ ସହ ମଶାରୀ, ଚଦର, ଓଡୋମସ , ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଟିକୁ ଗ୍ରାମ ସରପଞ୍ଚ ଶ୍ରୀମତୀ ବିନୋଦିନୀ ମଲ୍ଲିକ ପ୍ରଶଂସା କରିବା ସହ ଉଚ୍ଚ ବିଦ୍ୟାଳୟ ର କର୍ମକର୍ତ୍ତା ଶ୍ରୀଯୁକ୍ତ ଭଗବାନ ସାହୁଙ୍କ ଓ ଅନ୍ୟମାନେ ସହଯୋଗ କରିଥିଲେ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...