ଭୁବନେଶ୍ୱର ତା ୨୨-୮ ଥିଙ୍କର୍ସ୍ କ୍ଲବ୍ର ର ୩୯ତମ ଅ।ଭ।ସି ଆଲୋଚନା, ଶ୍ରୀ ବରଦା ପ୍ରସନ୍ନ ଦାସ, ସଭାପତି ତ୍ୱରେ ହୋଇଯାଇ ଅଛି। ଏହା ଉପରେ ଜାତକ ଓ ବୈଜ୍ଞାନିକ ମତ ଅନୁଯାୟୀ ଦ୍ଵନ୍ଦ ମୂଳକ ଆଲୋଚନା ହୋଇଥିଲା। ଡ୍ର ନନ୍ଦ ନନ୍ଦନ ଦାସ, ପୂର୍ବତନ ପୂର୍ତ୍ତ ସଚିବ ଓ ଅଧ୍ୟକ୍ଷ ପିପୂଳସ୍ ୱେଲଫ୍ରାର ସଜେସନ୍ ଫୋରମ୍ ପୃଥିବୀ ସୂର୍ଯ୍ୟରୁ ବାହାରି ନିଜ କକ୍ଷରେ ବୁଲିବା ଓ ପୃଥିବୀରେ ଚୁମ୍ବକୀୟ ସ୍ତର ସୃଷ୍ଟିର ଦୁଇଟି ନୂତନ ଆବିଷ୍କାର ଉପରେ ଦର୍ଶାଇ ଏହାର ମାଧ୍ୟାକର୍ଷଣ ଶକ୍ତି ଓ ଚୁମ୍ବକୀୟ ପ୍ରଭାବ ଉପରେ ଅବଗତ କରିଥିଲେ। ତେଣୁ ଗ୍ରହ ନକ୍ଷତ୍ର ର ମଣିଷ ଉପରେ ପ୍ରଭାବ ସମ୍ପର୍କରେ ସଠିକ ତଥ୍ୟ ଜାଣିବା ପାଇଁ ପିପୂଲ୍ସ ୱେଲଫେଆର ସଜେଶନ ଫୋରମ୍ ତରଫରୁ ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ବେଙ୍ଗାଳୁରୁ ଠାରେ ବୈଜ୍ଞାନିକ ଗବେଷଣା ପାଇଁ ଅନୁରୋଧ ପତ୍ର ପଠା ଯାଇଛି ଓ ଏହାର ନକଲ ଇସ୍ରୋ ଓ ଭୁବନେଶ୍ୱର ସ୍ଥିତ ପଠାନି ସାମନ୍ତ ପ୍ଲାନେଟରିଅମ୍ କୁ ପଠାଯାଇ ଅଛି। ସମାଜ ରୁ କ୍ରମେ ଅନ୍ଧ ବିଶ୍ୱାସ ଦୂର ପାଇଂ ଏପରି ଉଦ୍ୟମ କରାଯାଇଛି ।ଆବଶ୍ୟକ ତଥ୍ୟ ହସ୍ତଗତ ହେଲେ ଲୋକଙ୍କ ଅବଗତି ପାଇଁ ପଦକ୍ଷେପ ନିଆଯିବ
No comments:
Post a Comment