ତା 12-6; ଥିଙ୍କର୍ସ କ୍ଳବ ର୍ 31 ତମ ଆଭାସୀ ଆଲୋଚନା ଓଡ଼ିଆ ସମାଜ ଅଷ୍ଟ୍ରେଲିଆ ସହଯୋଗ ରେ ଅନୁଷ୍ଠିତ ହୋଇ ଯାଈଛି ।ଡାକ୍ତର ନଳିନୀ ପତି ଅତିଥି ଭାବେ ଯୋଗ ଦେଈ ବିଜ୍ଞାନ ପରିବେଶ କର୍କଟ ରୋଗ ସମ୍ପର୍କ ରେ ସୁଚନା ଦେଈଥିଳେ ।ବକ୍ତା ଈ ଡ୍ ନନ୍ଦ ନନ୍ଦନ ଦାସ କହିଲେ ଯେ କୋଡିଏ ହଜାର ବର୍ଷ ପୂର୍ବରୁ ମଣିଷ ସଭ୍ୟତା ବିକାଶ ଲାଭ କରିଛି। ମଣିଷ ଭାଷା ଓ ଧର୍ମ ସୃଷ୍ଟି କରିଛି ।ଏ ଦିଗରେ ବହୁ ଅନ୍ଧ ବିଶ୍ଵାସ କୁ ମନରୁ ଦୂର କରିବାକୁ ହେବ।ପୂର୍ବତନ କୁଳପତି ଡ୍ ଶିବ ପ୍ରସାଦ ଅଧିକାରୀ ବିଜ୍ଞାନ ଓ କରୋନା ଭୁତ।ଣୁ ସମ୍ପର୍କରେ କହିଥିଲେ।ଅଷ୍ଟ୍ରେଲିଆ ରୁ ମମତ।ଜ୍ ଲେଙ୍କା ସଭା ସଞ୍ଜୋଜନା କରି ଧନ୍ୟବାଦ ଦେଈଥିଳେ ।ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ ସଭାପତିତ୍ବ କରି ସମାଜ ରୁ ଅନ୍ଧ ବିଶ୍ଵାସ କୁ ଦୂର କରିବାଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡ୍ ବ୍ରଜ ନାୟକ, ଉମ।ସଙ୍କର୍ ମିଶ୍ର ଆଲୋଚନାରେ ଭାଗ ନେଈଥିଳେ । ଵିଭୂଦତ୍ତ ମହ।ନ୍ତି ସଭା ପରିଚାଳନ। କରିଥିଲେ ।
Subscribe to:
Post Comments (Atom)
कर्मचारी चयन आयोग की परीक्षा 27,28 और 30 जून को
समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...
-
Department of Water Resources Launch of MIS and GIS web-based application Under OIIPCRA Bhubaneswar dt.22.06.2023 A Management Infor...
-
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଅଭୟାରଣ୍ୟର ସୁରକ...
-
*जिले के तहसीलों में राजस्व शिविर का आयोजन* रायपुर 22 जून 2023/ राजस्व प्रकरणों के निराकरण के लिए जिले के तहसीलों में राजस्व शिविर का आ...
No comments:
Post a Comment