ତା 9-5 ବିଶ୍ଵ ମାତୃ ଦିବସ ପାଳନ ଉପଳଖ୍ୟେ ବେପାରୀ ସାହି ପ୍ରଜାପତି ବ୍ରହ୍ମା କୁମାରୀ ଈଶ୍ଵରିୟ ବିଶ୍ଵ ବିଦ୍ୟାଳୟ ରେ ଏକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଜାଈଛି। ଡାକ୍ତର ସଂଘମିତ୍ରା ,ଡାକ୍ତର ମାନସ,ବି କେ ନାଥମ୍ ଲ୍ , ବିକେ କବିତା,ବିକେ ଛୋଟୂ ,ବିକେ ବରଦା ଆଦି ଅତିଥୀ ଭାବେ ଯୋଗଦେଈ ମାତୃ ସମ୍ମିଳନୀ ଅନୁଷ୍ଠିତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମ ରେ ବି କେ ଝୁନୁ ସଭା ପରିଚଳନା କରିଥିଲେ ।
No comments:
Post a Comment