Tuesday, 3 May 2022

ମନେ ଭାବନା ସ୍ମ୍ରୁତି ଜାଗ୍ରତ ହୁଏ ସେଇ କାବ୍ୟ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ରଚିତ..

 


ଅରୁଣ କଷାୟ ବାସ  

କୁଷୁମ କାନ୍ତି ବିକାଶ 

ପ୍ରଶାନ୍ତ ରୂପ ବିଶ୍ବାସୀ ଦିଅନ୍ତି ମନେ, 

କେଉଁ ଯୋଗେଶ୍ବରୀ ଆସି 

ମଧୁର ଭାଷେ ଆଶ୍ବାସୀ

ଡାକୁଛନ୍ତି ଦୁଃଖ ରାଶି ଉପଶମନେ । 

ଦେବାପାଈଁ ନବ ଜୀବନ

ସ୍ବର୍ଗୁ କି ସେ ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ । 


ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ରଚିତ କବିତାଂଶଟି ତପସ୍ବୀନୀ କାବ୍ୟ ରୁ ଆନୀତ..।। 


No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...