ଥିଙ୍କର୍ସ୍ କ୍ଳବ ର୍ 28 ତମ ଆଲୋଚନା
ମଧୁ ବାବୁ ଓ ଓଡ଼ିଶାର ପ୍ରଗତି
-------------------------'--------
ତା-29-4-22 ମଧୁ ବାବୁଙ୍କ ସ୍ଵପ୍ନ କୁ ସାକାର କରିବା ଓ ଓଡ଼ିଶାର ପ୍ରଗତି ପାଇଂ ପ୍ରବାସୀ ଓଡ଼ିଆ ମାନେ ପ୍ରତିଶୃତିବଧ୍।ଥିଙ୍କର୍ସ୍ କ୍ଳବ ର୍ ପ୍ରଥମ ବାର୍ଷିକ ଜୟନ୍ତୀ ଓ 28 ତମ ଆଭାସୀ ଆଲୋଚନାରେ ଅତିଥି ଭାବେ ଯୋଗଦେଈ ଶ୍ରୀ ବିବେକ ପଟ୍ଟନାଯକ ଆଈ ଏ ଏସ୍ କହିଲେ ଯେ ଓଡ଼ିଶା ର୍ ପ୍ରଗତି ପାଇଂ ସମସ୍ତଙ୍କ ସହଯୋଗ ଦରକାର ।ପ୍ରବ।ସି ଓଡ଼ିଆ ମାନେ ଏ ଦିଗରେ ଚିନ୍ତା କରି କାର୍ୟକ୍ରମ୍ ଆଗେ ଈ ନେବାକୁ କହିଥିଲେ ।ସରକାରଙ୍କ ସହ ସହଯୋଗ ପାଇଁ ପ୍ରବାସୀ କଳିଙ୍ଗ ମିତ୍ର ସମାଜ ପ୍ରସ୍ତୁତ ବୋଲି ପ୍ରତିନିଧି ଡ୍ ମାନସ ପ୍ରଧାନ ଦୁଵାଈ ରୁ ପ୍ରକ।ଶ୍ କରି ଥିଲେ । ପ୍ରଫେସର୍ ଗୌତମ ସାହା, ପ୍ରଫେସର୍ ସତ୍ୟ ନାରାୟଣ ମିଶ୍ର,ବାହାରିନ୍ ରୁ ସୁବାସ ସାହୁ , ମାସ୍କଟ ରୁ ବିନୋଦ ମହାନ୍ତି, ଉମସଙ୍କର୍ ମିଶ୍ର, ମଧୁ ବାବୁ ଓ ଓଡ଼ିଶା ର ପ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ l ବିଭିନ୍ନ ଖେତ୍ର ରେ ବିକାଶ ପାଇଂ ପ୍ରସ୍ତାବ ଦେଈ ସରକାର ଙ୍କ ସହଯୋଗ ସମ୍ପର୍କରେ ମତ ଦେଥିଳେ ।ଆୟର ଲ।ଣ୍ଡ୍ ରୁ ଶ୍ରୀମ।ର।ଣି ଦାସ ଧନ୍ୟବାଦ ଦେଈଥିଳେ । ଵିଭୂଦତ୍ତ ମହାନ୍ତି ପରିଚଳନା କରିଥିଲେ ।ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ କର୍ୟକ୍ରମ କୁ ସଞ୍ଜୋଜନା କରି ମଧୁ ବାବୁଙ୍କ ଜାତିୟ ଭାବ ଉଦ୍ରେଖ୍ କଳ। ଭଳି ଲିଖିତ ପଦ୍ୟ।ବଳିକୁ କହିଥିଲେ l
No comments:
Post a Comment