Sunday, 24 April 2022

ଥିଙ୍କର୍ସ୍ କ୍ଳବ ର୍ 27 ତମ ଆଲୋଚନା ମଧୁମେହ, ମେଦବୃଧି ଓ ବ୍ୟାୟାମ୍ ଜୀଵନ ଶୈଳୀର....

 


ଥିଙ୍କର୍ସ୍ କ୍ଳବ ର୍ 27 ତମ ଆଲୋଚନା

ମଧୁମେହ, ମେଦବୃଧି ଓ ବ୍ୟାୟାମ୍

ଜୀଵନ ଶୈଳୀର ପରିବର୍ତନ ଜରୂରୀ

----------------------------------------

ତା 24--4: ସଂପ୍ରତି ବିଶ୍ବରେ 537 million ଲୋକେ ମଧୁମେହ ଏକ ଅଣସଙ୍କ୍ରାମକ୍ ରୋଗ ରେ ପିଡ଼ୀତ ।ଏଥିରୁ ମୁକ୍ତି ପାଇଁ ପ୍ରତିଦିନ ର୍ ଜୀଵନ ଶୈଳୀରେ ପରିବର୍ତନ ନିତାନ୍ତ ଜରୁରୀ ବୋଲି ମାଉଣ୍ଟ ଆବୁ ଗ୍ଲୋବାଲ୍ ହସ୍ପିଟାଲ ର୍ ଡାକ୍ତର ଶ୍ରୀମନ୍ତ୍ ସାହୁ ଏକ ଆଭାସୀ ଆଲୋଚନାରେ ପ୍ରକାଶ କରିଛନ୍ତି 

ମ ଧୁ ମେହ, ମେଦବୃଧି ଓ ବ୍ୟାୟ।ମ  ବିଷୟରେ ଥିଙ୍କର୍ସ୍ କ୍ଳବ ର 27 ତମ ଆଳୋଚନା ଅନୁଷ୍ଠିତ ହୋଇଜାଈଛି ।ଡାକ୍ତର ସାହୁ ମେଦବୃଧି କମାଇବା ପାଇଁ ଦୈନିକ 1200 କ୍ୟ।ଳୋରି ଖାଦ୍ୟ ଖାଈବା ଉପରେ ଗୁରୁତ୍ଵଦେଈଥିଳେ । ଦୈନିକ ଶାରୀରିକ ବ୍ୟାୟ।ମ ଅଭ୍ୟାସ ଜରୁରୀ ବୋଲି ସୁନ୍ଦର ଭାବେ ବୁ ଝାଈ ନିଜେ ପ୍ରଦର୍ଶନ କରିଥିଲେ ।ସମସ୍ତେ ଦୈନିକ କିପରି ଖାଦ୍ୟ ଗ୍ରହଣ କରିବା, କେଉଁ ସମୟରେ ନିୟମିତ ଖାଈଵା ,ଜଙ୍କ ଫୁଡ୍ ରୁ ଦୂରେଈ ରହିବା ସମ୍ପର୍କରେ ବୁଝାଈ କହିଥିଲେ ।ମିଆଁମାର ରୁ ବିନୋଦ ମହାନ୍ତି, କଟକ ରୁ ଉମ।ଶଙ୍କର

ସ।ହୁ, ଭୁବନେଶର୍ ରୁ ପ୍ରଭାତ ନନ୍ଦ ପ୍ରଶ୍ନ ମାନ ପଚାରି ଥିଲେ ।ଥିଙ୍କର୍ସ୍ କ୍ଳବ ର୍ ସଭାପତି ବରଦା ଦାସ ବିଶ୍ଵ ପୁସ୍ତକ ଦିବସରେ ଏହି ଆଲୋଚନା ଲୋକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । 


ଵିଭୂଦତ୍ତ ମହାନ୍ତି ଭାର୍ଚୁଅ।ଳ୍ ସଭା କୁ ପରିଚlଳନା କରିଥିଲେ ।ଆସନ୍ତା 28 ତାରିଖ ମଧୁ ଜୟନ୍ତୀ ରେ ଥିଙ୍କର୍ସ୍ କ୍ଳବ ର୍ ବାର୍ଷିକ ଦିବସ ଓ ଓଡ଼ିଶା ର୍ ବିକାଶ ସମ୍ପର୍କରେ ପ୍ରବାସୀ ଓଡ଼ିଆ ସଂଗଠନ ସହଯୋଗ ରେ ଆଲୋଚନା ହେବ ।


No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...