Thursday, 10 March 2022

କୁରୁଷୁଡ ନିକଟରେ ଟ୍ରକ ବମ୍ଫର ଦୂର୍ଘଟଣା

 






ବିଶାଖାପାଟଣା ରୁ ରାଈପୁର ଅଭିମୁଖେ ଯାଉଥିବା NH 353 ଜାତୀୟ  ରାସ୍ତା କୁରୁଷୁଡ ନିକଟରେ ଟ୍ରକ ବମ୍ଫର ଦୂର୍ଘଟଣା । ରାଈପୁର ଅଭିମୁଖେ ଯାଉଥିବା ଟ୍ରକ CG 04 8835 ପଛ ପଟେ ପିଟି ହୋଇ ବମ୍ଫର ଗାଡିର ଆଗପଟ ମୁଣ୍ଡ ଘର ମାଡ ହୋଈ ଗାଡି ଭାଙ୍ଗିଯାଈଛି। ବମ୍ଫର ଗାଡି ର ଚାଳକ କିଛି ମାତ୍ରାରେ ଆଘାତ ହୋଈଛି । ଟ୍ରକ ଡ୍ରାଇଭର କିଛି କ୍ଷୟ କ୍ଷତି ଘଟି ନାହିଁ । 



ନିମାଇଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନେସନ୍ୟାଳ ନ୍ୟୁଜ ଲାଈଭ ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...