Saturday, 5 February 2022

ଥିଙ୍କର୍ଷ କ୍ଲବ ପକ୍ଷରୁ ୧୭ ତମ ଭର୍ଚୁଆଲ ଆଭାସି ଆଲୋଚନା - ଜୀବନ ରେ ସୁଖ ଶାନ୍ତି।

 











ଥିଙ୍କର୍ଷ କ୍ଲବ ପକ୍ଷରୁ ୧୭ ତମ ଭର୍ଚୁଆଲ ଆଭାସି ଆଲୋଚନା -  ଜୀବନ ରେ ସୁଖ ଶାନ୍ତି। 


ଥିଙ୍କର୍ଷ କ୍ଲବ ର ୧୭ ତମ ଭର୍ଚୁଆଲ ଆଭାସି ଆଲୋଚନା ରେ ମୁଖ୍ଯ ଅତିଥି ଭାବେ ତ୍ରିପୁରା ଆଈ ଏ ଏସ୍, ପୂର୍ବତନ ମୁଖ୍ଯ ଶାସନ ସଚିବ  ଶ୍ରୀଯୁକ୍ତ ସଞୟ କୁମାର ପଣ୍ଡା ଯୋଗଦେଇ ଭର୍ଚୁଆଲ କାର୍ଯ୍ୟକ୍ରମ ଆରମ୍ଭ  କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ଯବ୍ଯକ୍ତା ଭାବେ ରାଜସ୍ଥାନ ରୁ ବ୍ରହ୍ମା କୁମାରୀ ଅସ୍ମିତା ଯୋଗଦେଇ କିପରି ଜୀବନ ରେ ସୁଖ ଶାନ୍ତି ହୋଇ ପାରିବ ତାହା ଆଧ୍ଯାତ୍ମିକ ଚେତନା ମାଧ୍ଯମ ରେ ବକ୍ତବ୍ଯ ରଖି ବୁଝାଇ ଥିଲେ। କାର୍ଯ୍ୟକ୍ରମ ରେ ଯୋଗବକ୍ତା ଭାବେ  ବ୍ରହ୍ମା କୁମାରୀ ଝୁନୁ  ଯୋଗଦେଈ ରାଜ ଯୋଗ ଅଭ୍ୟାସ କପରି କରିପାରିବା ତାହା ବୁଝାଇ ଥିଲେ । ଆଲୋଚନା ରେ ରାଜ ଯୋଗୀ ବି କେ ନାଥମଲଭଈ ଅତିଥି ରୂପେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଶ୍ରଧେୟ ବ୍ଯକ୍ତି ଯୋଗଦେଈ ମତାମତ ରଖିଥିେଲ। ଆଭାସି ଆଲୋଚନା ରେ ଅଧ୍ଯକ୍ଷତା କରି  ଭର୍ଚୁଆଲ ମାଧ୍ୟମରେ  ଥିଙ୍କର୍ଷ କ୍ଲବ ର ସଭାପତି ବରଦା ଦାସ କାର୍ଯ୍ୟକ୍ରମ ର ସୁସଂଯୋଜନା କରିଥିଲେ । ପରେ ପରେ ଭର୍ଚୁଆଲ ଯୋଗେ ସୁଦୂର କାନାଡା ରୁ ଡଃ ସୁନଂଦା ମିଶ୍ର ପଣ୍ଡା କାର୍ଯ୍ୟକ୍ରମ ରେ ଧନ୍ଯବାଦ ଅର୍ପଣ କରିଥିେଲ।

ନିମାଈଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନ୍ୟାସନାଳ ନ୍ୟୁଜ ଲାଈଭ। 

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...