Tuesday, 15 February 2022

ସିନ୍ଧେକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷ୍ୟୁ ଶିବିର ର ଆୟୋଜନ

 ଆସନ୍ତା ତା. 17. 02. 2022. ଗୁରୁବାର ସକାଳ 9 ଘଣ୍ଟା ସମୟ ରୁ ସିନ୍ଧେକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ଚକ୍ଷ୍ୟୁ ଶିବିର ର ଆୟୋଜନ କରାଯାଇଛି, ଆଖି (ଚକ୍ଷ୍ୟୁ ) ଜନିତ ରୋଗରେ  ପୀଡିତ ଥିବା ବୃଦ୍ଧ, ବୃଦ୍ଧା, ମାଁ, ମାଉସୀ, ତଥା ଭାଇ ଭଉଣୀ ମାନେ ସିନ୍ଧେକେଲା ପଞ୍ଚାୟତ କୁ ଆସି  ନିଜ ନିଜର ଆଖି ଡାକ୍ତର ଙ୍କୁ ଦେଖେଇ ପାରିବେ,ଯେଉଁ ମାନଙ୍କର ଆଖି ଅପରେସନ କରିବାର ଆବଶ୍ୟକତା ଥାଏ ତେବେ ସେମାଙ୍କୁ ସେହି ଦିନ ହିଁ ପିପଲପଦର ଆଖି ହ୍ୱିସ୍ପିଟାଲ କୁ  ନିଆଯାଇ ଅପରେସନ କରାଯିବା ପାଇଁ  ବ୍ୟବସ୍ଥା କରାଯିବ l


      ଯେଉମାନ ମାନେ ଏହି କ୍ୟାମ୍ପ କୁ ଆସିବେ ସେମାନେ ନିଜ ନିଜର ଆଧାର କାର୍ଡ ଏବଂ  ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରିକି ଆସିବେ l  ସ୍ଥାନୀୟ ସିନ୍ଧେକେଲା ଗ୍ରାମ ପଞ୍ଚାୟତ ର ସରପନ୍ଚ ଙ୍କ ସୂଚନା    ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...