Sunday, 13 February 2022

ନୁଆ ବଜେଟ୍ ଓ ବେକାରି ଦୂରୀକରଣ


 

ନୁଆ ବଜେଟ୍ ଓ ବେକାରି ଦୂରୀକରଣ

୧୪ /୦୨ ଥିଙ୍କର୍ସ୍ କ୍ଳବ ର ୧୮ ତମ ଆଭାସୀ ଆଲୋଚନା ଶ୍ରୀ ବିବେକ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଜାଈଛି। ବକ୍ତା ଡଃ ସତ୍ୟ ନାରାୟଣ ମିଶ୍ର ଆଳୋଚନା କରି କହିଲେ ଜେ ମାଈକ୍ଚ୍ରୋ ଉଦ୍ୟୋଗ କୁ ଅଧିକ ଉତ୍ସ।ହ ଦିଆଯିବା ଉଚିତ୍ । ବକ୍ତା ବିରଞ୍ଚି ମିଶ୍ର ବେକାରି ଦୂରୀକରଣ ଉପରେ କହିଥିଲେ ।ବାହାରିନ୍ ରୁ ଡ୍ ଅରୂଣ କୁମାର ପ୍ରହରାଜ ସମିଖ୍ୟା କରି ଆଲୋଚନର ପ୍ରସଂଶା କରିଥିଲେ। ଥିଙ୍କର୍ସ କ୍ଳବ ର ସଭାପତି ବରଦା ଦାସ ସୁସଞ୍ଜୋଜନା କରିଥିଲେ । ଵିଭୂଦତ୍ତ ମହାନ୍ତି ସୁପରିଚାଳନା କରିଥିଲେ  । 


No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...