Sunday, 27 February 2022

ଥିଙ୍କର୍ସ କ୍ଳବ ର 20 ତମ ଆଭାସୀ ଆଲୋଚନା

 


ହେତୁବ।ଦ ଏକ ଭିନ୍ନ ଚିନ୍ତନ

---------------------------------

  ହେତୁବାଦ ବା ଯୁକ୍ତିବ।ଦ ର ଅର୍ଥ ମୁକ୍ତ ଚିନ୍ତନ ବା ବୈଜ୍ଞାନିକ ଚିନ୍ତନ ବୋଲି ଥିଙ୍କର୍ସ କ୍ଲବ ର 20 ତମ ଆଭାସୀ ଆଲୋଚନାରେ ବକ୍ତା ଭାବେ ଯୋଗଦେଈ ପ୍ରଶାସକ ଗଙ୍ଗାଧର ସାହୁ ମତ ପ୍ରକାଶ କରିଛନ୍ତି ।ଲୋକେ ବାସ୍ତବତା କୁ ଛାଡ଼ି  କଳ୍ପନା, ଅନ୍ଧବିଶ୍ବାସ କୁ ଗୁରୁତ୍ଵ ଦେଉଛନ୍ତି । ମୁକ୍ତ ଚିନ୍ତନ ଦ୍ଵାରା ସତ୍ୟ କୁ ଖୋଜିବା ଆଜିର ଆହ୍ଵାନ । ଥିଙ୍କର୍ସ   କ୍ଳବ ର ସଭାପତି ବରଦା ଦାସ ଙ୍କ ସୁସଞ୍ଜୋଜନ। ରେ ଆଲୋଚନା ଅନୁଷ୍ଠିତ ହେ।ଈ ଥିଲା । କାନାଡାର ପ୍ରଫେସର ଡଃ ତନ୍ମୟ  ପଣ୍ଡା ସମିକ୍ଷା କରିଥିଲେ। ଲଣ୍ଡନର ସିଖ୍ୟ।ବିତ୍ ଶ୍ରୀମତୀ ଡଃ ଜୟଶ୍ରୀ ନନ୍ଦ ଆଲୋଚନ।ଟି ଉଚ୍ଚକୋଟିର ହୋଈ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଭୂଦତ୍ତ ମହାନ୍ତି ବୈଷୟିକ ପରିଚ।ଳନା  କରିଥିଲେ । 

ଅଞ୍ଜଳି ପଣ୍ଡା , ଆସାମ ରୁ ସନ୍ତାପ ଜେନା,  ବଲାଙ୍ଗିର ରୁ  ସୁଧା ତ୍ରିପାଠୀ ଓ କଟକ ରୁ ପ୍ରଫେସର୍ ଉମାସଙ୍କର୍ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।



No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...