Saturday, 19 February 2022

ଥିଙ୍କର୍ସ୍ କ୍ଳବ ର 19 ତମ ଆଭାସୀ ସତ ସଙ୍ଗ

 




ଥିଙ୍କର୍ସ୍  କ୍ଳବ ର 19 ତମ ଆଭାସୀ ସତ ସଙ୍ଗ 

ଈଶ୍ଵରଙ୍କ୍ ନାମ  ଓ  ସ୍ଵରୁପ


ତା 19-2   ଈଶ୍ଵର ସର୍ବଂଜ୍ଞ ସର୍ବଶକ୍ତିମାନ ଓ ସର୍ବବ୍ୟପକ୍ ଅଟନ୍ତି ।ଆତ୍ମା ଓ ପରମାତ୍ମା ସମ୍ଭଦିତ ବିଷୟକୁ ଆଧ୍ୟାତ୍ମିକତା କୁହାଯାଏ । ଈଶ୍ଵରଙ୍କ ନାମ ଓମ୍ ର ଅସ୍ତିସୁଚକ୍ ଓ ଈଶ୍ଵର ବ।ଚକ ପାର୍ଥକ୍ୟ ସମ୍ପର୍କରେ ମୁଖ୍ୟବକ୍ତା ଭାବେ ଯୋଗ ଦେଈ ସ୍ଵାମୀ ସୁଧ।ନନ୍ଦ ସରସ୍ଵତି କହିଥିଲେ । ଥିଙ୍କର୍ସ୍ କ୍ଳବ ର 19 ତମ ଆଭାସୀ ଆଲୋଚନା ସଭାପତି ବରଦା ଦାସ ଙ୍କ ସୁସଞ୍ଜୋଜନାରେ ଅନୁଷ୍ଠିତ ହୋଇଜାଈଛି ।କାନାଡ଼ା ର ଡ୍ ସୁନଂଦା ମିଶ୍ର ପଣ୍ଡା ଆଲୋଚନ।ର ସମିଖ୍ୟା କରି ଏହା ଉଚ୍ଚକୋଟିର ବୋଲି ପ୍ରକାଶ କରିଥିଲେ ଓ ବକ୍ତା ଏବଂ ସ୍ରୋତାମ।ନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭାଗ ନେଈ ର।ଜେସ୍ଵରୀ ,ସୁଧାକର ପତ୍ରି, ଉମ।ସଙ୍କର୍ ମିଶ୍ର ,ବିରଞ୍ଚି ମିଶ୍ର ଓ ମ।ଧୁରୀ ମହାନ୍ତି ପ୍ରଶ୍ନ ପଚାରିଥିଲେ  ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...