Tuesday, 25 January 2022

ଥିଙ୍କର୍ଷ କ୍ଲବ ପକ୍ଷରୁ ୧୫ ତମ ଆଲୋଚନା ବେଦ ଓ ବ୍ରହ୍ମତତ୍ତ୍ବ ଓ କୋରାନ।


ଥିଙ୍କର୍ଷ କ୍ଲବ ପକ୍ଷରୁ ୧୫ ତମ ଆଲୋଚନା ବେଦ ଓ ବ୍ରହ୍ମତତ୍ତ୍ବ ଓ କୋରାନ। 

ଥିଙ୍କର୍ଷ କ୍ଲବ ର ୧୫ ତମ ଆଭାସି ଆଲୋଚନା ରେ ମୁଖ୍ଯ ବକ୍ତା ଭାବେ ଯୋଗଦେଇ ସକିଲ ମହମ୍ମଦ 
ବେଦ ଓ କୋରାନରେ ବ୍ରହ୍ମତତ୍ତ୍ବ ଉପରେ ଆଲୋଚନା କରି ଏ ବିଷୟ ରେ ପ୍ରକାଶ କରିଥିଲେ । ଆଭାସି ଆଲୋଚନା ରେ ଅଧ୍ଯକ୍ଷତା କରି ସ୍ବାମୀ ସୁଧାନନ୍ଦ ସରସ୍ବତୀ କହିଲେ ବିଶ୍ବ ଅମ୍ରୁତ ପୁତ୍ର । ପରମାତ୍ମା ପରମପିତା ଏକ। ଭର୍ଚୁଆଲ ମାଧ୍ୟମରେ ଆମେରିକାରୁ ଡାକ୍ତର ପନ୍ଚାନନ ମିଶ୍ର, ୟୁକେ ରୁ ଡାକ୍ତର ଜୟଶ୍ରୀ ନନ୍ଦ , ଭୁବନେଶ୍ୱରୁ ପାଣ୍ଡବ ବେହେରା, କଟକରୁ ଉମାଶଙ୍କର ସାହୁ ଆଲୋଚନା ରେ ଯୋଗଦେଇଥିଲେ ।  ଥିଙ୍କର୍ଷ କ୍ଲବ ର ସଭାପତି ବରଦା ଦାସ କାର୍ଯ୍ୟକ୍ରମ ର ସୁସଂଯୋଜନା କରିଥିଲେ ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...