Saturday, 15 January 2022

ବିଭତ୍ସ ହତ୍ଯା ରେ ରକ୍ତ ରନ୍ଜିତ ରକ୍ତାକ୍ତ ରାଜଧାନୀ ରାଜରାସ୍ତା।

 ଆଜି ରାଜଧାନୀ ଭୁବନେଶ୍ୱର ରାଜରାସ୍ତା ଧାରଣା ସ୍ଥଳ ନିକଟ ମୋମୋ ଷ୍ଟଲ ନିକଟେର ରେ ହତ୍ଯା। ବିଭତ୍ସ ହତ୍ଯା ରେ ରକ୍ତ  ରନ୍ଜିତ ରକ୍ତାକ୍ତ ରାଜଧାନୀ ରାଜରାସ୍ତା। ମୋମୋ , କେକ ଖାଈବା କୁ ନେଈ ଦୁଈଜଣ ଙ୍କ ମଧ୍ୟରେ ମତାନ୍ତର ହୋଈ ତିବ୍ର ରୂପ ନେଈ ଥିଲା ଗଣ୍ଡଗୋଳ। ପରେ ମାରଣନ୍ତକ  ଅସ୍ତ୍ର ରେ ହତ୍ଯା କରିଥିଲା ହତ୍ୟାକାରୀ। ଜଣେ ହତ୍ଯା ରେ ମ୍ରୁତ୍ୟୁ ହୋଇଥିଲା ବେଲେ ଅନ୍ୟ ଜଣ ଗୁରୁତର। ସ୍ଥାନୀୟ ହସ୍ପିଟାଲ ରେ ଗୁରୁତର ଭର୍ତ୍ତି।  ମ୍ରୁତକ ନିରନ୍ଜନ ପରିଡା ଓରଫ ଚିଣ୍ଟୁ ବୋଲି ଜଣାପଡିଛି। ସ୍ଥାନୀୟ ଅନ୍ଚଳ ରେ ଭୟ ର ବାର୍ତ୍ତା ଖେଲିଯାଈଛି। ଲୋକ ପହନ୍ଚି ଜୋରଦାର ଆନ୍ଦୋଳନ କରିଛନ୍ତି । ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  କରୁଛି ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...