ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ମିଲିବ ସ୍ବେଟର
ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶୀତଦିନ ପାଇଁ ମିଲିବ ସ୍ବେଟର । ରାଜ୍ୟରେ ଥିବା ୧୦୪ ଟି ଶିକ୍ଷାନୁଷ୍ଠାନ (ସ୍ବତନ୍ତ୍ର ବିଦ୍ୟାଳୟ ) ର ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏଥିପାଇଁ ଅର୍ଥ ମଂଜୁର କରାଯାଇଛି । ଏହାଫଳରେ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧିୟନରତ ୬୮୧୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉପକ୍ରୁତ ହେବେ ବୋଲି କୁହାଯାଈଛି।
No comments:
Post a Comment