Sunday, 16 January 2022

ଥିଙ୍କର୍ସ୍ କ୍ଳବର 14ତମ ଭରଚୁଆଲ ଓ୍ବେବିନାର ଆଲୋଚନା - ଗରିବ ଓ ଅପରାଧମୁକ୍ତ ଦେଶ ପାଇଁ ଭୋଟ ଦେବା କାହାକୁ ?




ଥିଙ୍କର୍ସ୍ କ୍ଳବର 14 ତମ ଭରଚୁଆଲ ଓ୍ବେବିନାର ଆଲୋଚନା  :  ଗରିବ ଓ ଅପରାଧମୁକ୍ତ ଦେଶ ପାଇଁ ଭୋଟ ଦେବା କାହାକୁ ? ବିଷୟ ଉପରେ ଥିଙ୍କର୍ସ୍ କ୍ଳବ ର 14 ତମ ଆଭାସୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ବକ୍ତାଭାବେ ପୂର୍ବତନ ଶାସନସଚିବ ନନ୍ଦନନ୍ଦନ୍ ଦାସ କହିଲେ ନୈତିକ ଶିକ୍ଷା ପ୍ରଚଳନ ହେଲେ ଲୋକେ ଠିକ୍ ଲୋକଙ୍କୁ ଭୋଟ ଦେବେ। ଥିଙ୍କର୍ସ୍ କ୍ଳବ ସଭାପତି ବରଦା ଦାସ ସଞ୍ଜୋଜନା କରିଥିଲେ। ଶିବ ବେହେରା, ନିମାଇ ସ୍ବାଇଁ, ବିପିନ ପଣ୍ଡା, ସୀତାରାମ  ବେହେରା,ସୁବୀର ପାଣ୍ଡବ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...