ଗତକାଲି ରାତ୍ରି ରେ ହଠାତ ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀ ଙ୍କ ଦେହାନ୍ତ ହୋଈଛି । ଦେହାନ୍ତ ଖବର ପ୍ରସାରିତ ହେବାପରେ ଶୋକ ର ଛାୟା ଖେଲିଯାଈଛି। ସେ ନୂଆପଡା - ଖଡିଆଳ ନିର୍ବାଚନ ମଣ୍ଡଳୀ ରୁ ବିଧାନସଭା କୁ 5 ଥର ନିର୍ବାଚିତ ହୋଈଥିଲେ । 2000 ଓ 2006 ରେ ଦୁଈଥର ମନ୍ତ୍ରୀ ହୋଈଥିଲେ।
No comments:
Post a Comment