Thursday, 9 December 2021

ବଲାଙ୍ଗିର ଜିଲ୍ଲା ର ଜାମପଡା ଗ୍ରାମ ଠାରେ ଜାମପଡା ଫୁଟବଲ ଟୁର୍ଣ୍ନାମେଟ ଉଦଯାପିତ ହୋଈଯାଇଛି |

 


8 November 2021

ବଲାଙ୍ଗିର ଜିଲ୍ଲା ର ଜାମପଡା ଗ୍ରାମ ଠାରେ ଜାମପଡା ଫୁଟବଲ ଟୁର୍ଣ୍ନାମେଟ ଉଦଯାପିତ ହୋଈଯାଇଛି | ଆଜି ଦୁତୀୟ ପର୍ଯ୍ୟାୟ ରେ କଣ୍ଟାବାନ୍ଜି ଦଳ ସହ ଜାମପଡା ଦଳ ର ଫୁଟବଳ ଖେଲ ଆରମ୍ଭ ହୋଇଥିଲା | ତେବେ ଦୁଈ ଦଳ ମଧ୍ୟରେ ଘମାଘୋଟ ଟକର ହୋଈଥିଲେ ହେଲେ ମଧ୍ୟ ସମାନ ଗୋଟିଏ ଗୋଟିଏ ଗୋଲ ଦୁହେଁ ଦୁହିଁଙ୍କୁ ଦେଈଥିଲେ | ପରେ ସମୟ ହୋଈଯାଈଥିବାରୁ ପ୍ଲାଣ୍ଟିକ ସଟ୍ ଖେଲାଯାଈଥିଲା | ପ୍ଲାଣ୍ଟିକ ସଟରେ ଜାମପଡା ଦଳ କଣ୍ଟାବାନ୍ଜି ଦଳକୁ ଗୋଟିଏ ଗୋଲ ଦେଈ ବିଜୟ ହାସିଲ କରିଥିଲା | ନିମାଈଁ ବେହେରା ଙ୍କ ରିପୋର୍ଟ |

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...