Thursday, 9 December 2021

ଡାବର ବୋହିଥିବା ଟ୍ରକ ଓଲଟିଲା




07 December 2021

ଡାବର ବୋହିଥିବା ଟ୍ରକ ଓଲଟିଲା : ନୂଆପଡା : ଖଡିଆଳ - ଭବନୀପାଟଣା 16 ନଂ ରାଜପଥ ରେ ଚାନ୍ଦେଲ ଗ୍ରାମ ଠାରେ ସୁଦୁର ବିଶାଖାପାଟଣା ଠାରୁ ରୁ ଡାବର ବୋହିଆସୁଥିବା ଟ୍ରକ ଭାରସାମ୍ୟ ହରାଈ ଜମିନ ଭିତର କୁ ଧସାଈ ଓଲଟିପଡିଲା | ଟ୍ରକ ଓଲଟିବା ପରେ ଜେସିବି ଗାଡି ସାହାଯ୍ୟ ରେ ଗାଡି ଟି କୁ ଉଠାଯାଇଥିଲା ।। ଟ୍ରକ ର ଗାଡି ନଂ CG 04 HQ 0995 ହେଈଛି |କୌଣସି ପ୍ରକାର ଜିବନ ହାନୀ କ୍ଷୟଖ୍ୟତି ଘଟି ନାହିଁ। ଖଡିଆଳ ପୋଲିସ କୌଣସି ସୁତ୍ର ରୁ ଖବର ପାଇ ଘଟଣା ସ୍ଥଳ ପହଞ୍ଚି ଘଟଣା ଟିକୁ ଛାନଭିନ କରିଥିଲା। ଗାଡିଟି କୁ ପୋଲିସ ଷ୍ଟେସନ ସ୍ଥାନାନ୍ତର କରିବାର କାର୍ଯ୍ୟ କ୍ରମ ରହିଛି। | ନିମାଈଁ ବେହେରା ଙ୍କ ରିପୋର୍ଟ

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...