ରାଜ୍ୟର ଶିଳ୍ପ
01 December 2021
ରାଜ୍ୟର ଶିଳ୍ପ ପ୍ରଗତିଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ₹୧,୦୦୦ କୋଟିର ୧୭ଟି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ନିବେଶକଙ୍କ ପାଇଁ ଏକ ବାଧାମୁକ୍ତ ଏବଂ ସହଜ ବ୍ୟବସାୟିକ ପରିବେଶ ସୃଷ୍ଟି ଉପରେ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଆସୁଥିବା ସେ କହିଛନ୍ତି |
No comments:
Post a Comment