08 November 2021 :
ନୂଆପଡ଼ା ଜିଲ୍ଲାବାସୀଙ୍କୁ ସମ୍ବୋଧନ୍ କରିବାର ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଲାଗି ଆଜି ମୁଖ୍ୟମନ୍ତ୍ରୀ ନୁଆପଡା ଗସ୍ତ କରିବାର ସୂଚନା | ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହିତ ଲୋକମାନଙ୍କର ସୁବିଧା ଲାଗି ଭିନ୍ନ ଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ୍ କରିବାର କାରଯ୍ୟକ୍ରମ ରହିଛି । ଆଜି 08.11.2021 ସନ୍ଧ୍ୟା 05 ଘଟିକା ସମୟରେ ନୂଆପଡା ରେ ପହନ୍ଚି କାର୍ୟକ୍ରମ ଶୁଭାରମ୍ଭ କରିବେ | ନିମାଈଁ ବେହେରା ଙ୍କ ରିପୋର୍ଟ |
No comments:
Post a Comment