ବଲାଙ୍ଗିର ଜିଲ୍ଲା ଅଧିନସ୍ଥ - ଜାମଖୁଣ୍ଟା ଗ୍ରାମ ରେ ନୂତନ ପନ୍ଚାୟତ ଗୃହ କଣ୍ଟାବାନ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ହସ୍ତ କମଲରେ ଉଦ୍ଘାଟନ ହୋଈଯାଈଛି । ଏହି ନୂତନ ପନ୍ଚାୟତ ଗୃହ ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଭାଈସ ଚେୟାରମ୍ୟାନ ମାମାରାଜ ଜୈନ, ବିଡିଓ ରିପୁନାଥ ସୁନା, ସରପନ୍ଚ ଶ୍ରୀମତୀ ଉଜ୍ଜ୍ବଳି ତାଣ୍ଡି, ସମିତି ସଭ୍ୟା ଶ୍ରୀମତୀ ଡୋଲାମଣି ତାଣ୍ଡି, ବ୍ଲକ ସରପନ୍ଚ ସଂଘ ର ସଭାପତି ଉପେନ୍ଦ୍ର ମେହେର, ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଂପାଦକ ବିଘ୍ନ ରାଜ ନାୟକ, ମାଧବ ମହାନନ୍ଦ ସଭାରେ ଉପସ୍ଥିତ ରହି ସଭା କୁ ପରିଚାଲନ କରିଥିଲେ। ନିଜ ଅନ୍ଚଳ କୁ ଉନ୍ନୟନ କରିବା, ପଲ୍ଲୀ ପ୍ରଗତୀ ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ରେ ସାମିଲ କରିବା କୁ ଲୋକେ ଦାବୀ କରିଥିେଲ।
ନିମାଈଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନ୍ୟାସନାଳ ନ୍ୟୁଜ ଲାଈଭ ।
No comments:
Post a Comment