19 November 2021 :
ବଲାଙ୍ଗିର ଜିଲ୍ଲା ର ଗନ୍ଧର୍ଲା ଗ୍ରାମ ଠାରେ ସ୍ବର୍ଗତ ରୂପଧର ନାଗ ମେମାରିଆଲ ଫୁଟବଲ ଟୁର୍ଣ୍ନାମେଟ ୨୦୨୧-୨୦୨୨ ଉଦ୍ ଯାପିତ ହୋଈଯାଇଛି | ଆଜି ଦୁତୀୟ ପର୍ଯ୍ୟାୟ ରେ ଭବାନୀପାଟଣା ଦଳ ସହ କର୍ଲାକୋଟ ଦଳ ର ଫୁଟବଳ ଖେଲ ଆରମ୍ଭ ହୋଇଥିଲା | ତେବେ ଦୁଈ ଦଳ ମଧ୍ୟରେ ଘମାଘୋଟ ଟକର ହୋଈଥିଲା ହେଲେ ଦ୍ବିତୀୟ ରାଉଣ୍ଡ ସମୟ ରେ କର୍ଲାକୋଟ ଦଳ ଭବାନିପାଟଣା ଦଳ କୁ ୨ ଗୋଲ ଦେଈଥିଲା ପରେ ପରେ ଭବାନୀପାଟଣା ଦଳ କର୍ଲାକୋଟ ଦଳ କୁ ଗୋଟି ଗୋଲ ଫେରସ୍ତ କରିପାରିଥିଲା କିନ୍ତୁ ସମୟ ଅଭାବ ରୁ ଆଉ ଗୋଟି ଗୋଲ ଫେରସ୍ତ କରିପାରିନଥିଲା ଭବାନିପାଟଣା ଦଳ । ତେବେ ସମୟ ଶେଷ ହୋଇଯିବାରୁ ବନ୍ଚିତ ଗୋଟିଏ ଗୋଲ ରେ ବିଜୟ ହାସଲ କରିପାରିଥିଲା କର୍ଲାକୋଟ ଦଳ | ନିମାଈଁ ବେହେରା ଙ୍କ ରିପୋର୍ଟ ।
No comments:
Post a Comment