Thursday, 16 December 2021


 



ଶିକ୍ଷା ହେଉଛି ସମାଜର ସାମୁହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଆଉ ଶିକ୍ଷକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ଆତ୍ମା। ଏକକାଳୀନ ୬୧୩୧ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ଵାସ ବୃଦ୍ଧି ଦିଗରେ ଶିକ୍ଷକମାନେ ହିଁ ଆଗକୁ ନେବେ  । 

ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ। ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା ଓ ସେମାନଙ୍କର କଳ୍ପନାକୁ ଶକ୍ତି ଦେବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।  ନୂୂଆ ଓଡ଼ିଶା ଗଠନ ପାଇଁ #5T ରୂପାନ୍ତରରେ ଶିକ୍ଷକମାନେ ସଫଳ ସହଯୋଗୀ ଭାବେ ଦାୟିତ୍ଵ ତୁଲାଇବେ ବୋଲି ନବୀନ ପଟ୍ଟନାୟକ ସୂଚନା ଦେଈଛନ୍ତି।

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...