25 October 2021
ସିମେଣ୍ଟ ବୋହିଥିବା ଟ୍ରକ ଓଲଟିଲା : ନୂଆପଡା : ଖଡିଆଳ - ଭବନୀପାଟଣା 16 ନଂ ରାଜପଥ ରେ ବଙ୍କାପୁର ଠାରେ ସୁଦୁର ରାଈପୁର ଠାରୁ ରୁ ସିମେଣ୍ଟ ବୋହିଆସୁଥିବା ଟ୍ରକ ଭାରସାମ୍ୟ ହରାଈ ଓଲଟିପଡିଲା | ଟ୍ରକ ଓଲଟିବା କାରଣରୁ ଜାତାୟତ ବାଧାପ୍ରାପ୍ତ ହୋଈଥିଲା | ଟ୍ରକ ଟି ରାସ୍ତା କୁ କଭର କରିଥିବା ଯୋଗୁଁ ରାସ୍ତା ର ଦୁଈପାର୍ଶ୍ବ ରେ ଶହ ଶହ ଟ୍ରକ ର ଲମ୍ବା ଲାଈନ ଯୋଗୁଁ ୨ କି.ମି. ପର୍ଯ୍ୟନ୍ତ ବିସ୍ତାର ହୋଈ ଟ୍ରକ ଛିଡା ହୋଈ ରହିଥିଲା | ଟ୍ରକ ର ଗାଡି ନଂ CG 04 M. 7077 ହେଈଛି | କୌଣସି ପ୍ରକାର ଜିବନ ହାନୀ ଖିୟଖ୍ୟତି ଘଟି ନାହିଁ | .. ନିମାଈଁ ବେହେରା ଙ୍କ ରିପୋର୍ଟ |
No comments:
Post a Comment