Thursday, 23 December 2021

ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁ ଲୋକାର୍ପଣ


 






ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩.୪ କିମିର ଏହି ସେତୁ ଦ୍ୱାରା ଲୋକଙ୍କ ସମୟ ସଞ୍ଚୟ ସହ ଦୂରତା ବହୁମାତ୍ରାରେ ହ୍ରାସ ପାଇବ।  ଏହା ପର୍ଯ୍ୟଟନ, କୃଷି ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଆଣି ଲୋକମାନଙ୍କ ସାମାଜିକ-ଆର୍ଥିକ ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ।


No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...