ବଲାଙ୍ଗିର : ଆଜି ଭବାନୀପାଟଣା - ଖଡି ଆଳ ରାସ୍ତା ଗନ୍ଧର୍ଲା ଶୁଣ୍ଡିମୁଣ୍ଡା ସରାକାରୀ ସ୍କୁଲ ଭିତରେ ଅଜଣା ମହିଳା ଙ୍କୁ ହତ୍ଯା କରାଯାଈଛି । ଅଜଣା ମହିଳା ଙ୍କ ହତ୍ଯା ବିଷୟ ରେ ପୋଲିସ କୁ ସ୍ଥାନୀୟ ଲୋକେ ଖବର କରିଥିେଲ । ଟିଟିଲାଗଡ଼, ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ପରେ ସାଈନଟିଫିକ ଟିମ ପହଞ୍ଚି ତଦନ୍ତ କରିଛି ଶବ କୁ ସ୍ଥାନନ୍ତର କରିଛି ପୋଲିସ । ଆଜଣା ମହିଲା କୁ କିଏ ହତ୍ୟା କରିଛି କ'ଣ ପାଇଁ ହତ୍ଯା କରିଛି ତାହାର କଡାକଡି ତଦନ୍ତ କରୁଛି ପୋଲିସ ।ପୋଲିସ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି, ଆଈଆଈସି ରଞନ ବରିହା ହତ୍ଯା ଘଟଣା ରେ ଉପସ୍ଥିତ ରହି କଡାକଡି ଭାବେ ତଦନ୍ତ ଜାରି କରିଛି ପୋଲିସ।
ନନିମାଈଁ ବେହେରା ଙ୍କ ରିପୋର୍ଟ, ଈଣ୍ଡିଆନ ନ୍ୟାସନାଳ ନ୍ୟୁଜ ଲାଈଭ
No comments:
Post a Comment