Thursday, 9 December 2021

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ବର୍ଷ bjd ସଭାପତି ଶ୍ରୀ Naveen Patnaik ଜନ୍ମଦିନ ପାଳନ କରିବେ ନାହିଁ...




କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏ ବର୍ଷ bjd ସଭାପତି ଶ୍ରୀ Naveen Patnaik ଜନ୍ମଦିନ ପାଳନ କରିବେ ନାହିଁ। ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ ସର୍ବଦା ଋଣୀ ବୋଲି କହି ନବୀନ ନିବାସ ନ ଆସି #COVID19 ରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେବାକୁ ସେ କହିଛନ୍ତି। ନିମାଈଁ ବେହେରା ଙ୍କ ରିପୋର୍ଟ...

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...