Thursday, 9 December 2021

BDO ମ୍ୟାଡାମ ଙ୍କ ଜବରଦସ୍ତ ଡ୍ୟାନ୍ସ !

 






ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ର ବିଡ଼ିଓ ବବିତା ମଞ୍ଜରୀ ନାୟକ ଙ୍କ ଏକ ନୃତ୍ୟ ର ଭିଡିଓ ସୋସିଆଲ ମିଡିଆରେ ଭାଈରାଲ ହେବାରେ ଲାଗିଛି | ତେବେ ସେହି ଭିଡିଓ ରେ ସେ ବିଭିନ୍ନ ଷ୍ଟାଈଲରେ ନୃତ୍ୟ କରି ଭିଡିଓ କରିଛନ୍ତି । ତେବେ ଭିଡିଓ ଟି କୁ ସୋସିଆଲ ମିଡିଆରେ ଅନେକାଂଶରେ ଲୋକମାନେ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଛନ୍ତି । ନିମାଈଁ ବେହେରା ଙ୍କ ରିପୋର୍ଟ  |

No comments:

Post a Comment

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...